ରାଜନୀତିକୁ ୩ଟି ଲକ୍ଷ୍ୟ ନେଇ ଆସିଥିବା କହିଲେ ଅପରାଜିତା


ରାଜନୀତିକୁ ୩ଟି ଲକ୍ଷ୍ୟ ନେଇ ଆସିଥିବା କହିଲେ ଅପରାଜିତା।ଲୋକସେବା, ଲୋକନୀତିର ସଠିକ୍‌ ପ୍ରଣୟନ ଓ ବିକାଶ ମୋର ଲକ୍ଷ୍ୟ।ଲୋକମାନେ ଡାକିବାରୁ ଏଠାକୁ ଆସିଥିଲି, ୨/୪ ଜଣ ବିରୋଧ କଲେ।ଗସ୍ତ ପୂର୍ବରୁ ଅପରାଜିତା ଭୁବନେଶ୍ବର ଡିସିପିଙ୍କୁ ମାଗିଥିଲେ ସୁରକ୍ଷା।


error: Content is protected !!