ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ପୁରୀ କୃଷ୍ଣପ୍ରସାଦ ବ୍ଲକର ୩ ସମିତି ସଭ୍ୟ


ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ପୁରୀ କୃଷ୍ଣପ୍ରସାଦ ବ୍ଲକର ୩ ସମିତି ସଭ୍ୟ । ଶିଆଳ, ସିଆଣ୍ଡି ଏବଂ ବଡ଼ଝରା ସମିତି ସଭ୍ୟ ବିଧିବଦ୍ଧ ଭାବେ ବିଜେପି କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି । ଦଳରେ ସେମାନଙ୍କୁ ଅଣଦେଖା ହେବାରୁ ବିଜେଡ଼ି ଛାଡି ବିଜେପିରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି ।


error: Content is protected !!