ଫ୍ରାନ୍ସରୁ ମୁମ୍ବାଇ ପହଞ୍ଚିଲା ବିମାନ


👉 ୪ ଦିନ ପରେ ଫ୍ରାନ୍ସରୁ ମୁମ୍ବାଇ ପହଞ୍ଚିଲା ବିମାନ।

👉 ଯାଞ୍ଚ ପରେ ୨୭୬ ଯାତ୍ରୀଙ୍କ ସହ ମୁମ୍ବାଇ ଫେରିଲା ବିମାନ।

👉 ମାନବ ଚାଲାଣ ସନ୍ଦେହରେ ଗତ ୨୧ରୁ ବିମାନ ଅଟକ ଥିଲା‌।ଫ୍ରାନ୍ସର ଭାଟ୍ରି ବିମାନ ବନ୍ଦରରେ ଅଟକ ରଖିଥିଲେ କର୍ତ୍ତୃପକ୍ଷ।

👉 ୩୦୩ ଯାତ୍ରୀଙ୍କୁ ଧରି ଦୁବାଇରୁ ନିକାରାଗୁଆ ଯାଉଥିଲା ବିମାନ।


error: Content is protected !!