ଏମିତି ଲୋକ ହିଁ ପ୍ରକୃତ ନେତା.. ବଣାଇର MLA ଲକ୍ଷ୍ମଣ ମୁଣ୍ଡା sir.. ସତରେ ୟାଙ୍କ ପ୍ରତି ଭଲପାଇବା ଓ ସନମାନ ଖୁବ ବଢିଗଲା… hats off u sir…
ଟଙ୍କା ବଦଳରେ ନିଜ ମୁଣ୍ଡ ବିକ୍ରି କଲେ ନାହିଁ… ରମେଶ ଜେନା, ସୋଫିଆ ଫିର୍ଦୋଷ ପାଖରେ ଟଙ୍କାର ଅଭାବ ନାହିଁ…ହେଲେ ବି ବିକ୍ରି ହେଇଗଲେ।
ନିଜର ସ୍ୱାଭିମାନ କୁ ବିକ୍ରି କଲେ ନାହିଁ… ୟେ cross voting କରିଥିଲେ ୟାଙ୍କୁ କେହି ମନେ ବି ରଖନ୍ତେ ନାହିଁ। କି କିଛି ଫରକ ବି ପଡ଼ନ୍ତା ନାହିଁ, କିନ୍ତୁ ନିଜ ସ୍ୱାଭିମାନ କୁ ଗୁରୁତ୍ୱ ଦେଇ ଟଙ୍କା ରେ ବିକ୍ରି ହେଲେ ନାହିଁ…

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ