ଐତିହାସିକ ବାଲିଯାତ୍ରା ପାର୍କିଂଷ୍ଟାଣ୍ଡର ଦୁର୍ନୀତି ଓ ଅନିୟମିତତାର ତଦନ୍ତ


ଐତିହାସିକ ବାଲିଯାତ୍ରା ପାର୍କିଂଷ୍ଟାଣ୍ଡର ଦୁର୍ନୀତି ଓ ଅନିୟମିତତାର ତଦନ୍ତ ସହ ରିପୋର୍ଟ ଦାଖଲ କରିବା ପାଇଁ ସିଏମସି କମିଶନରଙ୍କୁ ବିଭାଗୀୟ ସଚିବଙ୍କ ନିର୍ଦ୍ଦେଶ। ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରିଥିଲେ ୩୫ନଂ ଓ୍ଵାର୍ଡର କର୍ପୋରେଟର ଜେ.କାମେଶ୍ଵର ରାଓ।


error: Content is protected !!