ବିଜେଡିର ୪ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ


ବିଜେଡିର ୪ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ।ମାନସ ମଙ୍ଗରାଜଙ୍କୁ ସମ୍ବଲପୁର ସଂସଦୀୟ କ୍ଷେତ୍ର ଦାୟିତ୍ବ।ସୌଭାଗ୍ୟ ନାୟକଙ୍କୁ ସମ୍ବଲପୁର ଓ ରେଙ୍ଗାଳି ବିଧାନସଭା କ୍ଷେତ୍ର।ଦେଓଗଡ଼ର ପର୍ଯ୍ୟବେକ୍ଷକ ହେଲେ ଗୌତମ ବୁଦ୍ଧ ଦାସ।ବୌଦ୍ଧର ପର୍ଯ୍ୟବେକ୍ଷକ ହେଲେ ଅମରେଶ ଜେନା।


error: Content is protected !!