ଗାଇ ଏକ ଅଭୂତ ବାଛୁରୀ ଛୁଆ ଜନ୍ମ ଦେଇଛି


ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବିଏନପୁର ପଞ୍ଚାୟତ ସାନ ମାଧପୁର ମିଟୁ ମହାପାତ୍ର ଙ୍କ ଘରେ ଥିବା ଗାଇ ଏକ ଅଭୂତ ବାଛୁରୀ ଛୁଆ ଜନ୍ମ ଦେଇଛି । ଯାହାର ଚେହେରା ଭୟଙ୍କର ଦେଖାଯାଉଛି । ଚେହେରା ଟି ମଣିଷ ଆକୃତି ହୋଇଥିବା ବେଳେ ଚେହେରା ଟିକୁ ଦେଖିଲେ ଭୟ ଲାଗୁଛି । ଏହି ବାଛୁରୀ ଛୁଆ କୁ ଦେଖିବା ପାଇଁ ମିଟୁ ମହାପାତ୍ର ଙ୍କ ଘର ଆଗରେ ଭିଡ଼ ଦେଖିବାକୁ ମିଳିଛି ।


error: Content is protected !!