ଡ୍ୟାମ୍‌ ପାଣିରେ ଫସିଲେ ୧୦ରୁ ଅଧିକ ପର୍ଯ୍ୟଟକ


ନୀଳଗିରି: ଡ୍ୟାମ୍‌ ପାଣିରେ ଫସିଲେ ୧୦ରୁ ଅଧିକ ପର୍ଯ୍ୟଟକ।ମାଟି ହାଣ୍ଡି ଭେଳା ଭାଙ୍ଗିଯିବାରୁ ବୁଗାଳିବନ୍ଧ ଡ୍ୟାମରେ ଫସିଲେ।ନୀଳଗିରି ଥାନା ସିଆଡ଼ିମାଳ ଗାଁର ବୁଗାଳିବନ୍ଧ ଡ୍ୟାମରେ ଅଘଟଣ।ଜଙ୍ଗଲରୁ ଡ୍ୟାମ ଦେଇ ରିସର୍ଟ ଯାଉଥିଲେ ପର୍ଯ୍ୟଟକ।ମାଟି ହାଣ୍ଡି ଭେଳାରେ ଟଣା ହୋଇ ଯିବା ବେଳେ ଭାଙ୍ଗିଗଲା।


error: Content is protected !!