ପିକ୍ନିକ୍ ପାଇଁ SOP ଜାରି


ଶୀତଋତୁ ବିଶେଷ କରି ପିକନିକ୍‌ ସମୟରେ ମାତ୍ରାଧିକ ଦୁର୍ଘଟଣା ଘଟଣା।ଦୁର୍ଘଟଣା ଏଡ଼ାଇବାକୁ ପରିବହନ ବିଭାଗ ପକ୍ଷରୁ SOP ଜାରି।ପର୍ଯ୍ୟଟନସ୍ଥଳରେ ପୋଲିସ ଓ RTO କର୍ମଚାରୀ ସଜାଗ ରହିବେ।ପିକନିକ୍ ପାଇଁ ଯାଉଥିବା ଗାଡ଼ି ଲାଗି ଆବଶ୍ୟକ ସ୍ୱତନ୍ତ୍ର ଅନୁମତି।


error: Content is protected !!