ପୁଣିକମିଲାସୁନାଓରୁପା_ଦର
-ଯୁଦ୍ଧ ଘନଘଟା ଭିତରେ ଖସିଲା ସୁନା ଓ ରୁପା ଦର
-୧୦ ଗ୍ରାମ ପିଛା ୨୨ କ୍ୟାରେଟ ସୁନା ଦର ୨୭୦୦ ଟଙ୍କା କମିଲା
-୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୨,୯୪୦ ଟଙ୍କା ଖସିଲା
-୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ହେଲା ୧ ଲକ୍ଷ ୪୦ ହଜାର ୩୫୦ ଟଙ୍କା
-୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୨,୭୦୦ ଟଙ୍କା କମିଲା
-୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ଦର ୧, ୨୮,୬୫୦ ଟଙ୍କା
-ରୁପା କେଜି ପ୍ରତି ଦର ୧୦ ହଜାର ହ୍ରାସ ପାଇ ହେଲା ୨ ଲକ୍ଷ ୪୦ ହଜାର

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ