ପୂର୍ବତନ MLAଙ୍କ ନିକଟରୁ ନଗଦ ୫କୋଟି ଜବତ


ପୂର୍ବତନ MLAଙ୍କ ନିକଟରୁ ନଗଦ ୫କୋଟି ଜବତ।ED ରେଡ୍‌ରୁ ପୂର୍ବତନ MLA ଦିଲବାଗ ସିଂହଙ୍କ ନିକଟରୁ ପୁଳାପୁଳା ଟଙ୍କା ଜବତ। ଟଙ୍କା ସମେତ ବିଦେଶୀ ବନ୍ଧୁକ , ୧୦୦ ମଦ ବୋତଲ ଜବତ। ଭାରତ ଓ ଭାରତ ବାହାରେ ଅଛି ସମ୍ପତ୍ତି।


error: Content is protected !!