ଠିକାଦାର ସେହି ମେଡିକାଲର ଷ୍ଟାଫ୍


ଠିକାଦାର ସେହି ମେଡିକାଲର ଷ୍ଟାଫ୍; ତାଙ୍କୁ ପଚରାଉଚରା ହେଇଛି।ପ୍ରଥମ ବ୍ୟକ୍ତିର ମୃତ୍ୟୁ ପରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା।ପରିବାର ଲୋକଙ୍କ ଉପସ୍ଥିତିରେ ପୋଷ୍ଟମର୍ଟମ ହୋଇଥିଲା।ଜଣେ ADCPଙ୍କ ନେତୃତ୍ୱରେ ମଞ୍ଚେଶ୍ୱର ପୋଲିସ ତଦନ୍ତ କରୁଛି।ଅବହେଳା ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ଡିସିପି।


error: Content is protected !!