ରାୟଗଡ଼ା ଜିଲ୍ଲାର ବିଭିନ୍ନ ଯାଗାରେ ଡ୍ରାଇଭ୍ ମହାସଂଘର ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌


ରାୟଗଡ଼ା:(କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ):-ରାୟଗଡ଼ା ଜିଲ୍ଲା ର ବିଭିନ୍ନ ଯାଗାରେ ଡ୍ରାଇଭ୍ ମହାସଂଘର ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌ ରାୟଗଡ଼ା ଜିଲ୍ଲା ର ବିଭିନ୍ନ ବ୍ଲକରେ ଓ ବିଭିନ୍ନ ଯାଗାରେ ଡ଼୍ରାଇଭର ମହାସଂଘର ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରିଥିବା ବେଳେ ମୁନିଗୁଡ଼ା ନୂତନ ବସ୍ ଷ୍ଟାଣ୍ଡ ନିକଟରେ ୧୦୦ ରୁ ଉର୍ଦ୍ଧ୍ବ ଡ଼୍ରାଇଭର ଏକତ୍ରିତ ହୋଇ ଷ୍ଟେରିଙ୍ଗ୍ ଛାଡ଼ ଆନ୍ଦୋଳ ପାଇଁ ନିଷ୍ପତ୍ତି ନେଇଛନ୍ତି କାରଣ କେନ୍ଦ୍ରସରକାରଙ୍କ ଆଣିଥିବା ହିଟ୍ ଲର ନୂଆଁ ଆଇନ୍ ବା ନୂଆଁ ନିୟମ ହିଟ୍ ଏଣ୍ଡ ରନ ନିୟମ କୁ ବିରୋଧ କରି କହିଛନ୍ତି ଆମେ ସକାଳୁ ଉଠି ଆମ ପିଲା ସଂସାର କୁ ପଛରେ ପକାଇ ସେବା ମନବୃତ୍ତୀ ନେଇ ଡ୍ରାଇଭର କାମ କରୁଅଛୁ ଏବଂ ଯାତ୍ରୀ ଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଥାଉ କିନ୍ତୁ କେନ୍ଦ୍ରସରକାର ଯେଉଁ ନିୟମ ଲାଗୁକରିଛନ୍ତି ଯଦି କୌଣସି ଡ଼୍ରାଇଭର ଦୃଘଟଣା ଘଟାଏ ଓ ସେଠାରୁ ପଳାଇଯାଏ ତାହାହେଲେ କେନ୍ଦ୍ରସରକାରଙ୍କ ନିୟମ ଅନୁସାରେ ୭ ଲକ୍ଷ୍ୟ ଟଙ୍କା ଜରିମାନା ଓ ୧୦ ବର୍ଷ ଜେଲ ଦଣ୍ଡାଦେଶକୁ ବିରୋଧ କରି ଶାନ୍ତି ପୂର୍ଣ୍ଣ ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌ ଡ଼ାକରା ଦେଇଛନ୍ତି। ସେହିଭଳି ଡ଼୍ରାଇଭର ମହାସଂଘର କର୍ମ କର୍ତ୍ତା ମାନଙ୍କ ନେତୃତ୍ୱ ରେ ଡ଼୍ରାଇଭର ମାନଙ୍କ ଆନ୍ଦୋଳନ ମାଧ୍ୟମରେ ସେହି କେନ୍ଦ୍ରସରକାରଙ୍କ ନିୟମ ବନ୍ଦ୍ କରିବା ପାଇଁ ଅନୁରୋଧ କରାଯାଉଛି ଯଦି କୌଣସି ଏହି ପଦକ୍ଷେପ ନ ନେଇ ସମାଧାନ ନକରାଯାଏ କିମ୍ବା ଏହି ଆଇନକୁ ପ୍ରତ୍ୟାହାର ନ କରାଯାଏ ତାହାହେଲେ ସମଗ୍ର ଭାରତବର୍ଷରେ ଓ ପ୍ରତ୍ୟେକ ରାଜ୍ୟରେ ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌ ଜାରିରହିବ ଵୋଲି ସଭାପତି ସଙ୍କର ଗୁଡୁମ୍ବାକା କହିଛନ୍ତି।ରାୟଗଡ଼ା ଜିଲ୍ଲା ର ବିଭିନ୍ନ ଯାଗାରେ ଡ୍ରାଇଭ୍ ମହାସଂଘର ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌ ରାୟଗଡ଼ା ଜିଲ୍ଲା ର ବିଭିନ୍ନ ବ୍ଲକରେ ଓ ବିଭିନ୍ନ ଯାଗାରେ ଡ଼୍ରାଇଭର ମହାସଂଘର ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରିଥିବା ବେଳେ ମୁନିଗୁଡ଼ା ନୂତନ ବସ୍ ଷ୍ଟାଣ୍ଡ ନିକଟରେ ୧୦୦ ରୁ ଉର୍ଦ୍ଧ୍ବ ଡ଼୍ରାଇଭର ଏକତ୍ରିତ ହୋଇ ଷ୍ଟେରିଙ୍ଗ୍ ଛାଡ଼ ଆନ୍ଦୋଳ ପାଇଁ ନିଷ୍ପତ୍ତି ନେଇଛନ୍ତି କାରଣ କେନ୍ଦ୍ରସରକାରଙ୍କ ଆଣିଥିବା ହିଟ୍ ଲର ନୂଆଁ ଆଇନ୍ ବା ନୂଆଁ ନିୟମ ହିଟ୍ ଏଣ୍ଡ ରନ ନିୟମ କୁ ବିରୋଧ କରି କହିଛନ୍ତି ଆମେ ସକାଳୁ ଉଠି ଆମ ପିଲା ସଂସାର କୁ ପଛରେ ପକାଇ ସେବା ମନବୃତ୍ତୀ ନେଇ ଡ୍ରାଇଭର କାମ କରୁଅଛୁ ଏବଂ ଯାତ୍ରୀ ଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଥାଉ କିନ୍ତୁ କେନ୍ଦ୍ରସରକାର ଯେଉଁ ନିୟମ ଲାଗୁକରିଛନ୍ତି ଯଦି କୌଣସି ଡ଼୍ରାଇଭର ଦୃଘଟଣା ଘଟାଏ ଓ ସେଠାରୁ ପଳାଇଯାଏ ତାହାହେଲେ କେନ୍ଦ୍ରସରକାରଙ୍କ ନିୟମ ଅନୁସାରେ ୭ ଲକ୍ଷ୍ୟ ଟଙ୍କା ଜରିମାନା ଓ ୧୦ ବର୍ଷ ଜେଲ ଦଣ୍ଡାଦେଶକୁ ବିରୋଧ କରି ଶାନ୍ତି ପୂର୍ଣ୍ଣ ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌ ଡ଼ାକରା ଦେଇଛନ୍ତି। ସେହିଭଳି ଡ଼୍ରାଇଭର ମହାସଂଘର କର୍ମ କର୍ତ୍ତା ମାନଙ୍କ ନେତୃତ୍ୱ ରେ ଡ଼୍ରାଇଭର ମାନଙ୍କ ଆନ୍ଦୋଳନ ମାଧ୍ୟମରେ ସେହି କେନ୍ଦ୍ରସରକାରଙ୍କ ନିୟମ ବନ୍ଦ୍ କରିବା ପାଇଁ ଅନୁରୋଧ କରାଯାଉଛି ଯଦି କୌଣସି ଏହି ପଦକ୍ଷେପ ନ ନେଇ ସମାଧାନ ନକରାଯାଏ କିମ୍ବା ଏହି ଆଇନକୁ ପ୍ରତ୍ୟାହାର ନ କରାଯାଏ ତାହାହେଲେ ସମଗ୍ର ଭାରତବର୍ଷରେ ଓ ପ୍ରତ୍ୟେକ ରାଜ୍ୟରେ ଷ୍ଟେରିଙ୍ଗ୍ ଛାଡ ଆନ୍ଦୋଳନ‌ ଜାରିରହିବ ଵୋଲି ସଭାପତି ସଙ୍କର ଗୁଡୁମ୍ବାକା କହିଛନ୍ତି।


error: Content is protected !!