ଦଳ ଯାହା କାମ ଦିଏ କରେ- ବୈଷ୍ଣବ


ଦଳ ଯାହା କାମ ଦିଏ କରେ- ବୈଷ୍ଣବ।କଟକରୁ ଅଶ୍ୱିନୀ ବୈଷ୍ଣବ ଲୋକସଭା ନିର୍ବାଚନ ଲଢ଼ିବା ଚର୍ଚ୍ଚା ପ୍ରସଙ୍ଗ।ଚର୍ଚ୍ଚାକୁ ନେଇ ଗଣମାଧ୍ୟମ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବଙ୍କ ପ୍ରତିକ୍ରିୟା।ମୁଁ ଦଳର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା , ଦଳ ଯାହା କାମ ଦିଏ ମୁଁ କରେ।ନିକଟରେ ଦଳ ମଧ୍ୟପ୍ରଦେଶ ପଠାଇଥିଲା, ସେଠି ଯାଇଥିଲି।ଦଳ ଯାହା ଦାୟିତ୍ୱ ଦେବ ତାହା କରିବି କହିଲେ ବୈଷ୍ଣବ।


error: Content is protected !!