ଟି ବ୍ରିଜ୍‌ରେ ଗାଡ଼ି ଚଳାଚଳ ମନା


ନରସିଂହପୁର: ୨ ଦିନ ପାଇଁ ବଡ଼ମ୍ବା ଟି-ବ୍ରିଜରେ ଗାଡ଼ି ଚଳାଚଳ ବନ୍ଦ।୧୫ ତାରିଖ ସକାଳ ୬ରୁ ୧୭ ତାରିଖ ସକାଳ ୬ଟା ଯାଏଁ ବନ୍ଦ ରହିବ।ସିଂହନାଥ ପୀଠ ମକର ମେଳା ପାଇଁ କଟକଣା ଲଗାଇଲା ପ୍ରଶାସନ।


error: Content is protected !!