କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପ୍ରଦୀପ୍ତ କୁମାର ଦାସଙ୍କ ଅନୁମୋଦନ କ୍ରମେ କଟକ ସଦର ର ଜଣାଶୁଣା ନାରୀ ନେତ୍ରୀ ତଥା ଫକିରପଡା ପଞ୍ଚାୟତର ପୂର୍ବତନ ସରପଂଚ ନଳିନୀପ୍ରଭା ଉଦଗାତା ଙ୍କୁ ଜିଲ୍ଲା ଉପସଭାପତି ଭାବେ ପିସିସି ସଭାପତି ଭକ୍ତ ଚରଣ ଦାସ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡିଛି।
ଏଥିପାଇଁ ଶ୍ରୀମତୀ ଉଦଗାତା ରାଜ୍ୟ/ଜିଲ୍ଲା ସଭାପତି ଙ୍କ ସମେତ ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ,ସଦର ବ୍ଲକ୍ କଂଗ୍ରେସ କମିଟି ପୂର୍ବତନ ସଭାପତି ତଥା ଜିଲ୍ଲା ଅନୁସୂଚୀତ ବିଭାଗ ଅଧ୍ୟକ୍ଷ ପ୍ରତାପ ମଲ୍ଲିକ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…