ଲାଞ୍ଚ ନେଇ ଧରାପଡ଼ିଥିବା ଡାକ୍ତରଙ୍କୁ ୨ ବର୍ଷ ଜେଲ୍


କଟକ: ଲାଞ୍ଚ ନେଇ ଧରାପଡ଼ିଥିବା ଡାକ୍ତରଙ୍କୁ ୨ ବର୍ଷ ଜେଲ୍।ଡାକ୍ତର କରୁଣାକର ରାଉତଙ୍କୁ ଦଣ୍ଡାଦେଶ କଲେ ଭିଜିଲାନ୍ସ କୋର୍ଟ।୨୦୧୩ରେ ୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସରେ ଧରାପଡ଼ିଥିଲେ।ଯାଜପୁର ମଧୁବନରେ କାର୍ଯ୍ୟରତ ଥିବା ବେଳେ ଧରାପଡ଼ିଥିଲେ।


error: Content is protected !!