ପୁରୀରେ ୮୦ ପ୍ଲାଟୁନ ଫୋର୍ସ


ପୁରୀରେ ୮୦ ପ୍ଲାଟୁନ ଫୋର୍ସ।ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପି ଅରୁଣ ଷଡ଼ଙ୍ଗୀଙ୍କ ସୂଚନା।କେନ୍ଦ୍ରାଞ୍ଚଳ ଆଇଜି, ପୁରୀ ଏସ୍‌ପି ସୁରକ୍ଷା ତଦାରଖ କରୁଛନ୍ତି।ମୋଟ ୩୫୦ ବିଭିନ୍ନ ରାଙ୍କର ଅଫିସର ନିୟୋଜିତ ଅଛନ୍ତି।୮୦ ପ୍ଲାଟୁନ ଫୋର୍ସଙ୍କୁ ସୁରକ୍ଷା ପାଇଁ ନିୟୋଜିତ କରାଯାଇଛି।


error: Content is protected !!