ଢେଙ୍କାନାଳରେ ଜିଏସ୍‌ଟି ରେଡ୍


ଢେଙ୍କାନାଳ: ପୂର୍ବତନ ବିଧାୟକଙ୍କ ଭାଇଙ୍କ ସଂସ୍ଥାରେ ଜିଏସଟି ରେଡ୍।ଜଗନନଗର ଓ ବାଜିଚୌକରେ ଥିବା ପାତ୍ର ଏଜେନ୍ସିରେ ରେଡ୍‌।ପାତ୍ର ଏଜେନ୍ସିର ୨ଟି ଚପଲ ଗୋଦାମ ଉପରେ ଚାଲିଛି ରେଡ୍‌।


error: Content is protected !!