ଭିକମଗା ଚାଉଳ ଶ୍ରୀମନ୍ଦିରକୁ ଯାଏନି ଜୟନ୍ତ


ଭିକମଗା ଚାଉଳ ଶ୍ରୀମନ୍ଦିରକୁ ଯାଏନି- ଜୟନ୍ତ।ସଂଗୃହୀତ ଚାଉଳ ଶ୍ରୀମନ୍ଦିର ଆସିବା ପ୍ରସଙ୍ଗରେ ପୁରୀ ବିଧାୟକଙ୍କ ମନ୍ତବ୍ୟ।ଭିକମଗା ଚାଉଳ ଶ୍ରୀମନ୍ଦିରକୁ ଯାଏନି କହିଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।ଦାନ ଚାଉଳରେ ଅନ୍ନ, ଖେଚୁଡ଼ି ରାନ୍ଧି ମହାପ୍ରଭୁଙ୍କୁ ଅର୍ପଣ ପରମ୍ପରା ବିରୋଧୀ’।


error: Content is protected !!