ମିଆଁମାର ସୀମାରେ ଲାଗିବ ତାର ବାଡ଼


ମିଆଁମାର ସୀମାରେ ଲାଗିବ ତାର ବାଡ଼।ମିଆଁମାର ସୀମାରେ ତାର ବାଡ଼ ଲଗାଇବେ କେନ୍ଦ୍ର ସରକାର।ଅନୁପ୍ରବେଶକାରୀଙ୍କୁ ରୋକିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି।ଖୁବଶୀଘ୍ର ଲାଗିବ ତାର ବାଡ଼, ଦୁଇ ଦେଶ ମଧ୍ୟରେ ବନ୍ଦ ହେବ ମୁକ୍ତ ଚଳାଚଳ।


error: Content is protected !!