ଗାନ୍ଧୀମାର୍ଗରେ ଚାଲିଛି ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ। ଡେୟାରଡେଭିଲ୍ ବାଇକ୍ ଶୋ’ ପ୍ରଦର୍ଶନ କରୁଛନ୍ତି ମହିଳା ବାଇକ୍ ରାଇଡର୍। ଏହା ସହ ପରେଡର ନେତୃତ୍ୱ ନେଉଛନ୍ତି ଆଇପିଏସ୍‌ ଅଫିସର ଏ.ବି ଶିଳ୍ପା। ଏଥର ଗଡ଼ିଛି ପ୍ରଜ୍ଞାପନ ମେଢ଼। ‘ରୂପାନ୍ତରଣ ପଥେ ଓଡ଼ିଶା’ ଥିମକୁ ନେଇ ଆୟୋଜନ ହୋଇଛି ମେଢ଼।


error: Content is protected !!