ଅଟୋ-କାର୍ ଧକ୍କା; ୩ ମୃତ; ୧୩ ଗୁରୁତର


ଜୟପୁର: ଅଟୋ-କାର୍ ଧକ୍କା; ୩ ମୃତ; ୧୩ ଗୁରୁତର।ବୋରିଗୁମ୍ମା ଥାନା ବିଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ମୃତକଙ୍କ ମଧ୍ୟରେ ୨ ମହିଳା, ଜଣେ ପୁରୁଷ।୧୩ ଗୁରୁତରଙ୍କ ମଧ୍ୟରୁ ୪ ଜଣ କୋରାପୁଟ ମେଡିକାଲ ସ୍ଥାନାନ୍ତର।


error: Content is protected !!