୧୦ରେ ପୁଣି ଆସିପାରନ୍ତି ମୋଦି


ଫେବ୍ରୁଆରୀ ୧୦ରେ ପୁଣି ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି।ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସୂଚନା।ଭୁବନେଶ୍ୱରରେ ବିଶାଳ ମହିଳା ସମାବେଶରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ।ଦେଶର ୨ଟି ସ୍ଥାନରେ ବଡ଼ ମହିଳା ସମାବେଶ ଆୟୋଜନ ହେବ।ମଧ୍ୟ ପ୍ରଦେଶ ଓ ଓଡ଼ିଶାରେ ଆୟୋଜନ ହେବ ସମାବେଶ।ଭୁବନେଶ୍ୱରରେ ୧୪ ରାଜ୍ୟର ୨୫ ହଜାର ମହିଳା ଏକାଠି ହେବେ।ଆସନ୍ତା ୩ରେ ସମ୍ବଲପୁର IIM କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ।


error: Content is protected !!