ଉମରକୋଟ: ପୋଲିସ ହେପାଜତରେ ଜୀବନ ହାରିଲେ ଅଭିଯୁକ୍ତ । ଡାବୁଗାଁ ଥାନା ଶୌଚାଳୟରେ ବେକରେ ଚଦର ଲଗାଇ ଜୀବନ ହାରିଲେ । ଅଭିଯୁକ୍ତ ଜଣକ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିଲେ । ଆଜି କୋର୍ଟ ଚାଲାଣ ହୋଇଥାନ୍ତେ । ଅଭିଯୁକ୍ତଜଣକ ଆଞ୍ଚଳ ଗାଁର ବୋଲି ଜଣାପଡିଛି । ସେ ନାବାଳିକାକୁ ଅପହରଣ କରିଥିଲେ ବୋଲି ଜଣାପଡିଛି । ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ପରେ ପୋଲିସ ଉପରେ ପ୍ରଶ୍ନ ଉଠିଛି ।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ