ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କ ଉପରେ RBIର କଟକଣା


ବଡ଼ ଖବର-ପେଟିଏମ୍‌ ପେମେଣ୍ଟସ୍ ବ୍ୟାଙ୍କ ଉପରେ RBIର କଟକଣା।ଆଉ ପେଟିଏମ୍‌ରେ ଯୋଡ଼ି ହୋଇ ପାରିବେନି ନୂଆ ଗ୍ରାହକ।ଫେବ୍ରୁଆରୀ ୨୯ ପରଠୁ ପେଟିଏମ୍‌ରେ ହୋଇପାରିବନି ନେଣଦେଣ।ତେବେ ପେଟିଏମ୍‌ରେ ଥିବା ଟଙ୍କା ସରିବା ଯାଏଁ ବ୍ୟବହାର ହୋଇପାରିବ।


error: Content is protected !!