ଆଜି ବାଲେଶ୍ୱର ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ


ଆଜି ବାଲେଶ୍ୱର ଗସ୍ତରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ।ଏହି ଗ୍ରସ୍ତ ଅବସରରେ ପ୍ରଥମେ ସୁତେଇ ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିଥିଲେ ରାଜ୍ୟପାଳ। ଏଠାରେ କୁନି କୁନି ପିଲାଙ୍କ ସହ ବେଶ କିଛି ସମୟ କାଟିଛନ୍ତି। ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ସହ କଥା ହୋଇ ଚକୋଲେଟ୍ ବାଣ୍ଟିଛନ୍ତି। ସେଠାରୁ ବାହାରି କ୍ଷୀରଚୋରା ଗୋପିନାଥ ମନ୍ଦିର ଯାଇଥିଲେ ରାଜ୍ୟପାଳ।


error: Content is protected !!