ଖାଲି ପଡ଼ିଛି ୯୮ ହଜାର ପଦବୀ


ଖାଲି ପଡ଼ିଛି ୯୮ ହଜାର ପଦବୀ।ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲି ପଡ଼ିଛି ୯୮ ହଜାର ପଦବୀ।୪୧ ବିଭାଗରେ ମୋଟ ୯୮ ହଜାର ୩୪୮ ପଦବୀ ଖାଲି ପଡ଼ିଛି।ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇଙ୍କ ସୂଚନା।ସ୍ୱାସ୍ଥ୍ୟ ବିଭାଗରେ ଖାଲି ପଡ଼ିଛି ସର୍ବାଧିକ ୨୬ ହଜାର ୮୧୫ ପଦବୀ।


error: Content is protected !!