ଆଜି ପରୀ ହତ୍ୟା ମାମଲାର ରାୟ


ଆଜି ପରୀ ହତ୍ୟା ମାମଲାର ରାୟ।ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ପ୍ରକାଶ ପାଇବ ରାୟ। ନୟାଗଡ଼ ଚିଲଡ୍ରେନ କୋର୍ଟରେ ଏହି ରାୟ ପ୍ରକାଶ ପାଇବ। ନୟାଗଡ଼ ଚିଲଡ୍ରେନ କୋର୍ଟରେ ଅଭିଯୁକ୍ତ ନାବାଳକ ପହଞ୍ଚିବା ପରେ ଶୁଣାଣି ଆରମ୍ଭ ହେବ।


error: Content is protected !!