ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କଲେ ଅମିତାଭ ବଚ୍ଚନ


ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କଲେ ଅମିତାଭ ବଚ୍ଚନ । ଆଜି ବିଗ ବି ଅମିତାଭ ବଚ୍ଚନ ଅଯୋଧ୍ୟା ଯାଇ ଭବ୍ୟ ମନ୍ଦିରରେ ରାମଲାଲାଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ଅମିତାଭ ମନ୍ଦିରରେ ଉପସ୍ଥିତ ଥିବା ବେଳେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।


error: Content is protected !!