ରାଣୀସାହେଵା ୮୭ ବୟସରେ ଦେହ ତ୍ୟାଗ କରିଛନ୍ତି


ଖଲ୍ଲିକୋଟ ରାଜ ପରିବାରର ଶେଷ ଦାୟାଦ ରାଣୀସାହେଵା ତଥା ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ ଗତ ରାତି ୧୨ଟା ୪୪ ମିନିଟରେ ଚେନ୍ନାଇ ଠାରେ ୮୭ ବୟସରେ ଦେହ ତ୍ୟାଗ କରିଛନ୍ତି।


error: Content is protected !!