୨ଗୁଣା ହେଲା ମମତା ଯୋଜନା ସହାୟତା ରାଶି


୨ଗୁଣା ହେଲା ମମତା ଯୋଜନା ସହାୟତା ରାଶି।୫୦୦୦ ରୁ ୧୦ ହଜାର ଟଙ୍କା ବଢ଼ିଲା ସହାୟତା ରାଶି।୨ଟି କିସ୍ତିରେ ମିଳିବ ମମତା ଟଙ୍କା।୬,୦୦୦ ଏବଂ ୪,୦୦୦ ଟଙ୍କା ହିତାଧିକାରୀ ପାଇବେ।ଅଗଷ୍ଟ ୨୦୨୩ରୁ ଯୋଗ୍ୟ ହିତାଧିକାରୀ ବର୍ଦ୍ଧିତ ରାଶି ପାଇବେ।୪ ମାସର ବକେୟା ରାଶି ଫେବ୍ରୁଆରୀ ୨୦ରୁ ୨୫ ମଧ୍ୟରେ ମିଳିବ।


error: Content is protected !!