ବ୍ରାଉନ ସୁଗାର ଜବତ୍


ବ୍ରାଉନ ସୁଗାର ଜବତ୍।ବ୍ରାଉନ ସୁଗାର ଜବତ୍ କଲା କଟକ ମାଲଗୋଦାମ ପୋଲିସ।ଚାଲାଣ ହେଉଥିବା ବେଳେ ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ।ଏହି ଘଟଣାରେ ଜଣେ ଚାଲାଣ କାରୀକୁ ଗିରଫ କରାଯାଇଛି।ଜବତ୍ ବ୍ରାଉନ ସୁଗାର୍ ର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା।


error: Content is protected !!