ବାରମ୍ବାର ଅପରାଧରେ ସମ୍ପୃକ୍ତଙ୍କ ବିରୋଧରେ ୧୧୦


ବାରମ୍ବାର ଅପରାଧରେ ସମ୍ପୃକ୍ତଙ୍କ ବିରୋଧରେ ୧୧୦, NSA ବୁକ୍‌ ହେବ।ଲାଇସେନ୍ସ ବନ୍ଧୁକଧାରୀଙ୍କ ତାଲିକା ପ୍ରସ୍ତୁତ କରିବ ପୋଲିସ।ସମସ୍ତ ଘଟଣା ଉପରେ ନଜର ସହ ଦାଗୀଙ୍କୁ ସ୍କାନରରେ ରଖାଯିବ।


error: Content is protected !!