ମାହାଙ୍ଗା ଡବଲ ମର୍ଡର ମାମଲା


ମାହାଙ୍ଗା ଡବଲ ମର୍ଡର ମାମଲା; ବିଧାୟକ ପ୍ରତାପ ଜେନାଙ୍କ ମାମଲା ଶୁଣାଣିରୁ ଓହରିଲେ ହାଇକୋର୍ଟ ବିଚାରପତି ଜଷ୍ଟିସ ବି.ପି ରାଉତରାୟ, ଅନ୍ୟ ଏକ ଖଣ୍ଡପୀଠରେ ଶୁଣାଣି ହେବ, ମୁଖ୍ୟ ବିଚାରପତି ନିଷ୍ପତ୍ତି ନେବେ, ହାଇକୋର୍ଟରୁ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର।


error: Content is protected !!