ବ୍ରହ୍ମପୁର : ସିଙ୍ଗବାଡି ଗାଁରେ ବଟି ଆଦାୟକୁ ନେଇ ଫାଙ୍କ ଗୁଳି ଚାଳନା ହୋଇଥିବାର ଅଭିଯୋଗ ହୋଇଛି । ଗୁଳି ଚାଳନା ସହ ମାରଣାସ୍ତ୍ର ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଆହତ ସହ ଲୁଟ ଅଭିଯୋଗ ହୋଇଛି । ଗୋଲନ୍ଥରା ପୋଲିସ ଏହି ଘଟନାରେ ତଦନ୍ତ ଜାରି ରଖିଛି ।
ବ୍ରହ୍ମପୁର : ସିଙ୍ଗବାଡି ଗାଁରେ ବଟି ଆଦାୟକୁ ନେଇ ଫାଙ୍କ ଗୁଳି ଚାଳନା ହୋଇଥିବାର ଅଭିଯୋଗ ହୋଇଛି ।
ଗୁଳି ଚାଳନା ସହ ମାରଣାସ୍ତ୍ର ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଆହତ ସହ ଲୁଟ ଅଭିଯୋଗ ହୋଇଛି । ଗୋଲନ୍ଥରା ପୋଲିସ ଏହି ଘଟନାରେ ତଦନ୍ତ ଜାରି ରଖିଛି ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…