ବଢ଼ିଲା ମାଟ୍ରନଙ୍କ ପାରିଶ୍ରମିକ


ବଢ଼ିଲା ମାଟ୍ରନଙ୍କ ପାରିଶ୍ରମିକ।ବଢ଼ିଲା ଜନଜାତି ଛାତ୍ରୀ ନିବାସ ମାଟ୍ରନଙ୍କ ପାରିଶ୍ରମିକ।ମାସିକ ପାରିଶ୍ରମିକ ୧୦ ହଜାରରୁ ୧୫ ହଜାରକୁ ବୃଦ୍ଧି।କାର୍ଯ୍ୟରତ ମାଟ୍ରନଙ୍କ ମୃତ୍ୟୁ ହେଲେ ମିଳିବ ୨ ଲକ୍ଷର ସହାୟତା।ଅବସର ସମୟରେ ମିଳିବ ୧ ଲକ୍ଷର ସହାୟତା ରାଶି।ରାଜ୍ୟ ସରକାର ବାର୍ଷିକ ୧୫ କୋଟିରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବେ।


error: Content is protected !!