ରେଭେନ୍ସା ବି ଇ ଡି ପିଲାଙ୍କ ଦ୍ଵାରା ଧର୍ମଘଟ, କଲେଜ ରେ ବି ଇ ଡି କ୍ଲାସ କରାଇବା ପାଇଁ ଚାଲିଛି ଧର୍ମଘଟ, ୪୦୦ ପିଲା ଦୁଇ ଲକ୍ଷ ଟଙ୍କା ଲେଖେ ଦେଇ ଆଡ଼ମିଶନ କରିଥିଲେ, ହେଲେ ଏବେ ସେଣ୍ଟ୍ରାଲ କଲେଜ ଏହାକୁ ଅକ୍ ସେପ୍ଟ କରୁ ନଥିବାକୁ ନେଇ ଏଇ ଧର୍ମଘଟ , ସମସ୍ତ ସାମ୍ବାଦିକ ଭାଇ ମାନଙ୍କୁ ସହଯୋଗ ପାଇଁ ଅନୁରୋଧ।
Post Views: 531
More Stories
ଲିଙ୍ଗରାଜରେ କୋହେନୁର ପଞ୍ଜିକା ମନା
ରାସନ୍ କାର୍ଡ e-KYC ନେଇ ବଡ଼ ଅପଡେଟ୍
ନାବାଳିକା ଶିଶୁକନ୍ୟାଙ୍କୁ ୪ ଜଣ ଅସାମାଜିକ ଯୁବକ ଗଣ ଦୁଷ୍କର୍ମ କରିବା ଘଟଣାରେ ଦୋଷୀ ମାନଙ୍କ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ |