ଆଜି ପରିବାର ପିଛା ୧୦୦୦ ଟଙ୍କା ଦେବେ ରାଜ୍ୟ ସରକାର


ଆଜି ପରିବାର ପିଛା ୧୦୦୦ ଟଙ୍କା ଦେବେ ରାଜ୍ୟ ସରକାର କ୍ୟାବିନେଟ୍‌ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନା ଅଧିନରେ ଥିବା ସମସ୍ତ ହିତାଧିକାରୀଙ୍କୁ ୨ଟି ବ୍ୟାଗ୍‌ ସହିତ ୧୦୦୦ ଟଙ୍କା ଲେଖାଏ ଦିଆଯିବ। ଓଡ଼ିଶାର ଲକ୍ଷ ଲକ୍ଷ ପରିବାରକୁ ମିଳିବାକୁ ଯାଉଛି ବଡ ଫାଇଦା। ଓଡ଼ିଶାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅର୍ଥାତ୍ ରାସନ କାର୍ଡ ଥିବା ହିତାଧିକାରୀଙ୍କୁ ହିଁ ମିଳିବ ୧୦୦୦ ଟଙ୍କା। ଏହା ସହିତ ୨ଟି ଲେଖାଏ ଝୋଟ ବ୍ୟାଗ୍‌ ବି ମିଳିବ। ୯୫.୯୦ ଲକ୍ଷ ପରିବାର ଏଥିରେ ଉପକୃତ ହେବେ।


error: Content is protected !!