ସାଙ୍ଗଠନିକ ବୈଠକ ଅନୁଷ୍ଠିତ


ତା ୧୯/୦୨/୨୦୨୪ ରିଖ ସୋମବାର ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ ନଗସପୁର ଗ୍ରାମପଞ୍ଚାୟତ ଠାରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ମାହାଙ୍ଗା ର ବରିଷ୍ଟ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱ ରେ ଏକ ମିଶ୍ରଣ ପର୍ବ ସହିତ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକରେ ବହୁ ପୁରୁଣା କଂଗ୍ରେସ କର୍ମୀ ଘରବାହୁଡା଼ କରିବା ସହିତ ବହୁ ଯୁବ ସଂଗଠକ ଓ ବିଜେଡି ଓ ବିଜେପି କର୍ମୀ ମାନେ ନିଜ ନିଜ ଦଳ ପରିତ୍ୟାଗ କରି କଂଗ୍ରେସ ଦଳର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ପିସିସି ଶୃଙ୍ଖଳା କମିଟି ସଦସ୍ୟ ଦେବେନ୍ଦ୍ର କୁମାର ସାହୁଙ୍କ ବଳିଷ୍ଠ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ବିଧିବଦ୍ଧ ଭାବରେ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ l


error: Content is protected !!