ବସ୍‌କୁ ଧକ୍କା ଦେଲା ଟ୍ରକ୍‌; ୧୦ ଗୁରୁତର, ୫ ଆହତ


ବଣାଇ: ବସ୍‌କୁ ଧକ୍କା ଦେଲା ଟ୍ରକ୍‌; ୧୦ ଗୁରୁତର, ୫ ଆହତ।ଟିକାୟତପାଲି ଥାନା ଖମଣ ନିକଟରେ ବସ୍ ଦୁର୍ଘଟଣା।ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା ‘ଅନୁପମା’ ବସ୍।ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ, ଆହତଙ୍କୁ ମେଡିକାଲରେ ଭର୍ତ୍ତି।


error: Content is protected !!