ବିଶ୍ୱରେ ପ୍ରଥମ, ଭଗବଦ୍‌ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର୍‌


ବିଶ୍ୱରେ ପ୍ରଥମ, ଭଗବଦ୍‌ ଗୀତା ଛୁଇଁ ଶପଥ ନେଲେ ଅଷ୍ଟ୍ରେଲିଆ ସିନେଟର୍‌।ଅଷ୍ଟ୍ରେଲିଆ ସଂସଦରେ ଭଗବଦ୍‌ ଗୀତା ଛୁଇଁ ଅଷ୍ଟ୍ରେଲିଆ ସିନେଟର୍‌ ଭାବେ ଶପଥ ନେଇଛନ୍ତି ବରିଷ୍ଟର ବରୁଣ। ସେ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ପଶ୍ଚିମ ଅଷ୍ଟ୍ରେଲିଆରେ ରହୁଥିବା ବରୁଣଙ୍କ ଜନ୍ମ ଭାରତରେ ହୋଇଛି। ତାଙ୍କୁ ଅଷ୍ଟ୍ରେଲିଆର ନୂଆ ସିନେଟର୍‌ ଭାବେ ନିର୍ବାଚିତ କରାଯାଇଛି।


error: Content is protected !!