ମେଘୁଆ ପାଗ ପାଇଁ ରାଜ୍ୟରେ କମିଲା ତାତି


ଆଉ ୩ ଦିନ ଯାଏ ଲାଗି ରହିପାରେ ଏଭଳି ପାଗ।ରାଜ୍ୟରେ ୨୭ ତାରିଖ ଯାଏ ବର୍ଷା ସମ୍ଭାବନା।ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା।ଆସନ୍ତା ୨୮ ତାରିଖ ପରଠୁ ପାଗରେ ଆସିବ ପରିବର୍ତ୍ତନ।


error: Content is protected !!