ବିଜେଡି ଛାଡ଼ିଲେ ଦେବାଶିଷ ନାୟକ


ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ।ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ।ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ଇସ୍ତଫା ପତ୍ର ଦେଲେ ଦେବାଶିଷ।


error: Content is protected !!