ଆଜି ଲୋକସେବା ଭବନ ଘେରିବ କଂଗ୍ରେସ


ସାମିଲ ହେବେ ନେତା, କର୍ମୀଙ୍କ ସହ ବ୍ଲକ ସଭାପତି।ଦୁର୍ନୀତି ପ୍ରସଙ୍ଗରେ ସଚିବାଳୟ ବାହାରେ ପ୍ରତିବାଦ।ଦିନ ୧୧ଟାରେ ରାଜ୍ୟ ସଚିବାଳୟ ଘେରିବ କଂଗ୍ରେସ।କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସୂଚନା।


error: Content is protected !!