ପିଅନ କପି ଦେବାକୁ ନେଇ ଉତ୍ତେଜନା


ଭଦ୍ରକରେ ମାଟ୍ରିକ ବିଭ୍ରାଟ: ଭଦ୍ରକାଳୀ ହାଇସ୍କୁଲରେ ଉତ୍ତେଜନା।ସ୍କୁଲ ପିଅନ ନିର୍ଦ୍ଦିଷ୍ଟ ଜଣେ ପିଲାକୁ କପି ଦେଉଥିବା ଅଭିଯୋଗରେ ଉତ୍ତେଜନା।ପରୀକ୍ଷା ପରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ପରୀକ୍ଷାର୍ଥୀ।ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଛନ୍ତି ବ୍ଲକ ଶିକ୍ଷା ଅଧିକାରୀ।ପିଅନଙ୍କୁ ଉଠାଇନେଇ ଗ୍ରାମାଞ୍ଚଳ ଥାନା ପୋଲିସର ପଚରାଉଚରା।


error: Content is protected !!