ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିବେ ନୂଆପାଟଣାର ପ୍ରତିମା ଵେହେରା। ଖଦି କାରିଗରୀରେ ପାରିଦର୍ଶିତା ରଖିଥିଵା ୫୦ ଜଣ ମହିଳାକୁ ପ୍ରଧାନମନ୍ତ୍ରୀ ଵାସଭବନରୁ ନିମନ୍ତ୍ରଣ ଆସିଛି। ମହିଳା ମାନଙ୍କୁ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବାକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି। ସେମାନଙ୍କ ମଧ୍ୟରେ କଟକ, ତିଗିରିଆ ଵ୍ଲକ ନୂଆପାଟଣା ଗ୍ରାମର ପ୍ରତିମା ଵେହେରା ସ୍ଥାନ ପାଇଛନ୍ତି। ସ୍ଥାନୀୟ ମହିଳା ଵିକାଶ ପରିଷଦର ସେ ଜଣେ ଖଦି ଵୁଣାକାର।
More Stories
ବଢିପାରେ ୨୦୦୦ ଟଙ୍କିଆ ନୋଟ ବଦଳାଇବା ସମୟସୀମା
ପାକିସ୍ତାନର ବେଲୁଚିସ୍ତାନରେ ଆଜି ଏକ ଭୟଙ୍କର ବିସ୍ଫୋରଣ ଘଟିଛି
ନିଜ ଝିଅକୁ ନିଆଁ ମୁହଁକୁ ଠେଲି ଦେଲା ମା’