ବରହମପୁର : ପୁଣି ବରହମପୁର ବଜାରରେ ଖଣ୍ଡା ବୁଲିଲା । ଅମ୍ବିକା ନଗରରେ ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲେ । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ଗୁରୁତର ଅବସ୍ଥାରେ MKCG ମେଡିକାଲରେ ଭର୍ତ୍ତି । ଗୁରୁତର ହୋଇଥିବା ଯୁବକ ହେଉଛନ୍ତି ମଙ୍ଗଳା ବେହେରା । ଏହି ଘଟଣା ନେଇ ବଡବଜାର ପୋଲିସ ତଦନ୍ତ ଆରମ୍ଭ କରିଛି ।
ବରହମପୁରରେ ଅପରାଧ ଥମିବାର ନା ନେଉନି । ଦୁଇ ଦୁଇ ତ ଏନକାଉଣ୍ଟର ପରେ ବି ଅପରାଧ କମୁନି। ଅପରାଧ ମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । କେବଳ ବରହମପୁର ନୁହେଁ , ସାରା ରାଜ୍ୟରେ ଅପରାଧ ବଢି ବଢି ଚାଲିଛି ।
ବରହମପୁର : ପୁଣି ବରହମପୁର ବଜାରରେ ଖଣ୍ଡା ବୁଲିଲା । ଅମ୍ବିକା ନଗରରେ ବିଚ ରାସ୍ତାରେ ଗୋଡାଇ ଗୋଡାଇ ଯୁବକକୁ ହାଣିଲେ । ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିବା ସୂଚନା ଗୁରୁତର ଅବସ୍ଥାରେ MKCG ମେଡିକାଲରେ ଭର୍ତ୍ତି । ଗୁରୁତର ହୋଇଥିବା ଯୁବକ ହେଉଛନ୍ତି ମଙ୍ଗଳା ବେହେରା । ଏହି ଘଟଣା ନେଇ ବଡବଜାର ପୋଲିସ ତଦନ୍ତ ଆରମ୍ଭ କରିଛି ।

More Stories
ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….
ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….
କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…