ମିଶନଶକ୍ତି ବଜାରରେ ମିଳୁଛି କୋରାପୁଟ କଫି


ମିଶନଶକ୍ତି ବଜାରରେ ମିଳୁଛି କୋରାପୁଟ କଫି । ରାଜ୍ୟ ତଥା ରାଜ୍ୟ ବାହାରେ କୋରାପୁଟ କଫିର ବେଶ ଚାହିଦା ରହିଛି । ଏବେ ଏହି ବଜାରରୁ ଲୋକେ ସହଜରେ କଫି ପାଇପାରିବେ । ମିଶନଶକ୍ତି ବଜାରର ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କଫି ପିଇଥିଲେ ଏବଂ ଏହାର ପ୍ରଶଂସା ବି କରିଥିଲେ।


error: Content is protected !!