ବିଜେଡି ଟିକେଟ୍ ନ ମିଳିଲେ ବିଜେପିକୁ ଚାଲିଯିବେ କି ବିପିନ ପ୍ରଧାନ


ବିଜେଡି ଟିକେଟ୍ ନ ମିଳିଲେ ବିଜେପିକୁ ଚାଲିଯିବେ କି ବିପିନ ପ୍ରଧାନ । କର୍ମୀଙ୍କ ଗହଣରେ ବିପିନଙ୍କ ଖୋଲାଖୋଲି ଧମକ ପରେ ଦିଗପହଣ୍ଡି ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଆଉ ଏହି ଚର୍ଚ୍ଚା ପଛରେ ରହିଛି ଏକ ଭାଇରାଲ୍ ଭିଡିଓ। ନିଜ କର୍ମୀ ଓ ସମର୍ଥକଙ୍କ ଗହଣରେ ବିପିନ ଖୋଲାଖୋଲି କହିଛନ୍ତି, ତାଙ୍କର ପ୍ରଥମ ପସନ୍ଦ ବିଜେଡି ଟିକେଟ୍, ହେଲେ ସେଠୁ ନ ମିଳିଲେ ସେ ବିଜେପିକୁ ଚାଲିଯିବେ।


error: Content is protected !!